ଜୀବନର ସବୁଠାରୁ ଅଭୁଲା ସ୍ମୃତି ହେଉଛି ନିଜ ପିଳାଦିନ। ପିଳାଦିନେ ପିଲାମାନଙ୍କୁ କଣ ଦରକାର ଟିକିଏ ଖୁସି। ଗୋଟେ ଛୋଟ ପିଲା ନିଜ ପିଳାଦିନେ କଣ ଜାଣେ ନା ରାଗ, ନା ହିଂସା, ନା ଦୋଷ। ସେମାନେ ହେଉଛନ୍ତି ନିର୍ମଳ, ଜଳ ପରି ସ୍ଵଚ୍ଛ। ସମୟ ବିତି ବିତି ଯାଏ ସେ ନିର୍ମଳ ସ୍ଵଚ୍ଛ ମନ ପିଲାଟିଏ ବଦଳିଯାଏ ଗୋଟିଏ ଏମିତି ମଣିଷ ଯାହାର ହୃଦୟ ନାହିଁ, ଯାହାର ମାନବିକତା ନାହିଁ। ଏଥିରେ କାହାର ଦୋଷ .... ସେଇ ପିଲାର, ନା ତାକୁ ଜନ୍ମ ଦେଇଥିବା ତା' ବାପାମାନଙ୍କର, ନା ସମୟର। ନାଁ ଆଉ କାହାର ଭାବକି କହିବେ-------


